STORYMIRROR
ହୃଦୟର ଇଛା
ହୃଦୟର ଇଛା
ହୃଦୟର ଇଛା
ହୃଦୟର ଇଛା
ସରିଲା ପୁରୁଣା ବରଷ
ଆସିଲା ନୂତନ ବରଷ ।
ଭରି ଦେଉ ମନେ ପୁଲକିତ
ନୂତନ ବର୍ଷ ହେଉ ଆନନ୍ଦିତ ।
ମୋ ହୃଦୟର ଇଛା
ହବକି ପୂରଣ
ହାସଭରା ଏ ଜୀବନ
ନ ଆସୁ ଦୁଃଖ ମାନ ।
ମାଗୁ ନାହିଁ କିଛି ଆଉ
ଗୁହାରି ଜଣାଉଛି
ତମ ଆଶୀର୍ବାଦ ଥାଉ ।
ପ୍ରଭୁ ଜଗନ୍ନାଥ
ଏତିକି ମିନତି କରୁଛି ।
ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍
More oriya poem from Dr.Prativa manna
Download StoryMirror App