STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ହୋଲି କଥା ଓ କବିତା

ହୋଲି କଥା ଓ କବିତା

1 min
857


ହୋଲି କଥା ଓ କବିତା

ଶାତ ରଙ୍ଗ ରଙ୍ଗେଈ ହୋଇଯାଉ ଏ ଜୀବନ

ଏବେ ଠୁ ହୋଲି ର ଅଭିନନ୍ଦନ

ହୋଲି ରି ହୋଲି ଆସିଛି ରଙ୍ଗର ପସରା ମେଲି

ଫଗୁଣ ମାସରେ ଥରି ପଡ଼ିବ ହୋଲ

ରଘୁନାଥ ରାଧାକୃଷ୍ଣ ଠାକୁର ଦୋଳି ରେ ବସି ଗ୍ରାମ ନିକଟରେ ବୁଲିବେ ଖାଲି

ଗହଳି ଜାଗାରୀ ଖାଲି ପେଲା ପେଲି

ଵଜା କୁ ଗୀତରେ ନାଚଗୀତରୀ ଦାଣ୍ଡରେ ଖେଳିଵେ ହୋଲି

ରଙ୍ଗରେ ଵୋଳାବଳୀ ହୋଇ ନଚେଇ

ନଚୋଉ ମଦ୍ୟପାନ ପାନ କରି ଶଵୁକିଛ ଜିଵେ ଭୂଲି

ମା ଆଉ ଭଉଣୀ କିଏ ବୋଲି

କଣ୍ ବା ଲାଭ

ଯିଏ ଯେତେ ରଙ୍ଗ

ମୋ ଦେହରେ ଲଗାନ୍ତୁ

କଣ୍ ହେବ କହ ରଙ୍ଗବତୀ

ଜୀବନରେ ରଙ୍ଗ

ତୋ ଜୀବନର

ରଙ୍ଗ ନ ଲାଗିଲା

କି ଲାଭ ହେବ ଏ ହୋଲି

କଣ ଆନନ୍ଦ ଏ ରଙ୍ଗ ଖେଳରୀ ଖୋଳିବା ହୋଲି

ତମେ କହିଲ, ରଙ୍ଗ ଖେଳିବା ଏକ ପାପ ବୋଲି

ତମ କଥା ନମାନି, ତମ ତାଟି କବାଟ ଦେଲି ଖୋଲି

ତମ ଉପରେ ସବୁ ରଙ୍ଗକୁ ଢ଼ାଳି ଦେଲି

ବାରଣ କଲି ମୋ ଅଗଣାରେ କଵାଟ କୁ ଦେଇଥିଲେ ଖୋଲି ବୋଲି

ଅଦିନରେ ତୁମ ହାତସାରା, ଗାଲ ସାରା ଲାଲ କଲି

ତମ ନାଲି ରଙ୍ଗର ଛିଟା ଦେଖି ସହି ପରିନଥିଲେ ଵୋଲି

ମୁଁ ତମ ଦେହର ରଙ୍ଗ ବେରଙ୍ଗ ଫୁଲରୁ ରଙ୍ଗ ଚୋରି କଲି

ଘାସରୁ, ପତ୍ରରୁ ରଙ୍ଗ ଚୋରି କଲି,

ଅକାଶରୁ ନୀଳ ରଙ୍ଗ ବାକିରେ ମୁଁ ଆଣିଲି

ମାଟିରୁ ଧୂସର ରଙ୍ଗ ମାଖି ହେଲି

ପୁଣି ଗଭୀର ପାପ ମୁଁ କଲି

କେମିତି ଏତେ ରଙ୍ଗରେ ଭିଜିଲି ଯେ

ଆଉ ଏକ ପାପର ଚାଦର ଘୋଡ଼ି ଖଳିଲି ମୁଁ ଖେଳିଲେ ଵୋଲି ହୋଲି

ତମକି ମାନିଲ ହୌଲିରୀ ମଦ୍ୟପାନ କରିକଲ ମୋ ଦେହକୁ ଦେଖି କଲନାଲି

ମହା ପାପୀନି ହେଲି ହୋଲି ଖେଳିଲି ଵୋଲି

ଏ ସମସ୍ତଙ୍କରଏକ ଫେଣ୍ଟାଫେଣ୍ଟି ରୂପ

ରଙ୍ଗ ଖାସ ରଙ୍ଗ ଖେଳିବିନି ବୋଲି

ସବୁ ରଙ୍ଗ ତମେ ହିସାବ କରି ଫେରାଇ ନେଲ

ମୋ ମନ, ଦେହ, ଆତ୍ମାରୁ.. ମୁଁ ପଥର ଖଣ୍ଡେ ହେଲି

ଏ ହୋଲି ଏ ହୋଲି


ଵଳରାମ ତରାଇ

ଖୋର୍ଦ୍ଧା ଜିଲ୍ଲା

9937014646


Rate this content
Log in