STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ହେ ଦେବୀ ତୁମେ ନୁହଁ ତ ଆଉ

ହେ ଦେବୀ ତୁମେ ନୁହଁ ତ ଆଉ

1 min
14.7K


🕉🕉🕉ମହାସ୍ମୀତା 🕉🕉🕉


ହେ ଦେବୀ ତୁମେ ନୁହଁ ତ ଆଉ

ଚଣ୍ଡ,ମୁଣ୍ଡ ,ମହିଷାମର୍ଦିନୀ

ଯା ପାଦ ପରଶେ କମ୍ପୁଥାଏ

ସସାଗରା ଧରାର ମେଦିନୀ

କିଏ ତୁମ ଅଲୈାକିକ ଶକ୍ତିକୁ

କଲାକ ହରଣ

ଆଖିରେ ଲଗାଇ ଦେଲା କାଉଁରୀ

କଳାର କଜଳ

ଏମିତି ପାପାଚାରୀ ଶହ ଶହ

ଶୁମ୍ଭ,ନିଶୁମ୍ଭଙ୍କ ଅତ୍ୟାଚାର ବଢେ

ଦେବୀ ତୁ ଦଶଭୂଜା ହାତେ ଧରି

ବସିଥାଉ ଆୟୁଧ ତୋହରି

ଇଚ୍ଛା କିମ୍ବା ହୁଏ ନାହିଁ ମାଗୋ

କାଟିବାକୁ ଅସୁରଙ୍କ ବେକ

ଛାଗ ଆଉ ମହିଁଷିର ପରି

ଦେଖା ଗୋ ତୋ ବିବସନା ରୂପ

ସେ ରୂପରେ ବିମୋହିତ

ହେଉଯାଉ ଦୈତ୍ୟ,ଦାନବ,ଓ

ଯେତେ ପାପାଚାରୀ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍