STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ହାତୀ

ହାତୀ

1 min
368

ତୁମେ ପାଳି ପାର ମାର ମମତା 

ଆମେ କି ନ ଜାଣୁ ପାଳି

ଆମେ ପଶୁ କୁଳରେ ଜନମ ବି ହେଲେ

ମା ର ମମତା ଜାଣୁ l


ମା ମୁଁହି ହୋଇ ଜନମ ଦେଲେ

ମୋ ଛୁଆଙ୍କୁ ମୋ ପାଳିତ କରିବି ବୋଲି

ତୁମେ ପାଳୁଥାଅ ସ୍ନେହ ଶ୍ରଦ୍ଧାରେ 

ଆମେ ପାଳିଥାଉ ଜଙ୍ଗଲ ଭିତରେ l


ଗୋଟିଏ ଅନ୍ତରୁ ଜନ୍ମଦେଇ ଯିଏ

ସେ ପଶୁ ଜୀବଜନ୍ତୁ ସମସ୍ତଙ୍କୁ ସ୍ନେହ କରେ

ମାଆ ଜେ ଜନମ ଦିଅନ୍ତି 

ପାଳନ ବି ସେ କରେ l


ସ୍ଵଛ ମନା ଆମେ ଯେତେ ପଶୁପକ୍ଷୀ

ଜଙ୍ଗଲ ଆମର ସାଥୀ

ନିର୍ମଳ ହୃଦୟେ ରହୁ ଏକ ଠାବେ

ଦୁନିଆରେ ଜେତେ ପଶୁ ଜୀବନ ଏକେ


ବଳରାମ ତରାଇ

ଖୋର୍ଦ୍ଧା ଜିଲ୍ଲା



Rate this content
Log in