STORYMIRROR

ଵଳରାମ ତରାଈ

Others

2  

ଵଳରାମ ତରାଈ

Others

ହାତୀ

ହାତୀ

1 min
213

ତୁମେ ପାଳି ପାର ମା'ର ମମତା 

ଆମେ କି ନ ଜାଣୁ ପାଳି

ଆମେ ପଶୁ କୁଳରେ ଜନମ ବି ହେଲେ

ମା'ର ମମତା ଜାଣୁ

ମା' ମୁଁହି ହୋଇ ଜନମ ଦେଲେ

ମୋ ଛୁଆଙ୍କୁ ମୋ ପାଳିତ କରିବି ବୋଲି

ତୁମେ ପାଳୁଥାଅ ସେହି ସଧାରେ 

ଆମେ ପାଳିଥାଉ ଜଙ୍ଗଲ ଭିତରେ

ଗୋଟିଏ ଅନ୍ତରୁ ଜନ୍ମଦେଇ ଯିଏ

ସେ ପଶୁ ଜୀବଜନ୍ତୁ ସମସ୍ତଙ୍କୁ ସେହ୍ କରେ

ମାଆ ଯେ ଜନମ ଦିଅନ୍ତି 

ପାଳନ ବି ସେ କରେ

ସ୍ବଚ୍ଛ ମନା ଆମେ ଯେତେ ପଶୁପକ୍ଷୀ

ଜଙ୍ଗଲ ଆମର ସାଥୀ

ନିର୍ମଳ ହୃଦୟେ ରହୁ ଏକ ଠାବେ

ଦୁନିଆରେ ଜେତେ ପଶୁ ଜୀବନ ଏକେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍