STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଗୋଟିଏ ଥିଲା

ଗୋଟିଏ ଥିଲା

1 min
27.7K


Punya Prabha Devi


ଗୋଟିଏ ଥିଲା

ଦୁଷ୍ଟ ପିଲା

ତା ବହି ଖାତା କୁଆଡେ ଗଲା

କିଏସେ ନେଲା କି ହଜେଇ ଦେଲା

ସେ କଥା ଆସି କେ କହିବ ଭଲା.,

ଦୁଷ୍ଟ ପିଲାଟା ନହୁଏ ରେଡି

ଲେଖେ ନା ଖାତାରେ

ବସେ ନା ପଢି

ଅଝଟ ହୋଇକି ଅବୁଝା ହୋଇକି

କଥା କଥା କରେ ଯାଏ ସେ ଗଡି.

ଦୁଷ୍ଟ ପିଲାଟା ନ ମାନେ କଥା

ସତ ରେ ଯେମିତି ଅଡ଼ୁଆ ସୂତା

ଏ ପାଖ ଧର୍ କି ସେପାଖ ଧରିଲେ

ନ ହୁଏ ସିଧା ସେ ନ ଦିଏ ପତ୍ତା.,

ଅବୋଲକରା ସେ ପୁଅ କଥା ଭାବି

ବୋଉ ସବୁ ବେଳେ ପିଟେ ତା ମଥା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍