STORYMIRROR

Kamal Kumar Dash

Others

3  

Kamal Kumar Dash

Others

ଗଙ୍ଗ ଶିଉଳୀ

ଗଙ୍ଗ ଶିଉଳୀ

1 min
13.7K


ଗଙ୍ଗ ଶିଉଳୀ


ଗଙ୍ଗ ଶିଉଳୀ ମୁଁ ଆସିଥିଲି ପରା

ସାଥି ହୋଇ ରାତିକର

ରାତି ସରିଗଲା ପ୍ରୀତି ସରିଗଲା

ସରିଲା ଜୀବନ ମୋର (1)


ଛୋଟିଆ ଜୀବନେ ସୁବାଶ ବିତରି

ଫେରିଯିବି ବହୁଦୂରେ

ମତେ ରଖିଥିବ ମୋ ପ୍ରିୟ ବାନ୍ଧବ

ତୁମ ସୃତି ଫରୁଆରେ (2)



ଚାଲି ଗଲି ବୋଲି ରାଗିବେନି କେବେ

ଅଳ୍ପ ସମୟ ପରେ

ମୋଜୀବନ ପରା ଖାଲି ସୃତି ଭରା

ସତ ସରେ ରାତିକରେ (3)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍