STORYMIRROR

Pranabandhu Rout

Others

3  

Pranabandhu Rout

Others

ଏକ ପଦି

ଏକ ପଦି

1 min
197


ଆପଣ କେତେ ବଡ ବି ହୁଅନ୍ତୁ

ଯଦି ଶୃଙ୍ଖଳିତ ନୁହନ୍ତି, 

ଅନ୍ୟର ଭାବାବେଗ କୁ ସମ୍ମାନ କରନ୍ତି ନାହିଁ,

ଭୁଲ ଜାଣିବା ପରେ ମଧ୍ଯ ସଚେତନ ନୁହନ୍ତି,

ତେବେ ଶତ ଧିକ୍ ତୁମ ପାଣ୍ଡିତ୍ଯ ଜ୍ଞାନ ଗାରିମା, 

ସବୁ ସେଇ ମଶାଣି କୁ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍