STORYMIRROR

Krushna Chandra Lenka

Others

2  

Krushna Chandra Lenka

Others

ଦୁହେଁ ଦୁହିଁଙ୍କର

ଦୁହେଁ ଦୁହିଁଙ୍କର

1 min
163

ତିଳେ ଭାଳି ତୁହି କହ ହେ କୁମର,

କିଏ ପର ଏଠି କିଏ ଆପଣାର?

ନର ବିନା ନାରୀ ହେବ କି ସୁନ୍ଦର, 

ନାରୀ ବିନା ନର ଗଢ଼ିବ କି ଘର?

ଏ'ମର୍ତ୍ତ୍ୟମଣ୍ଡଳେ ଦୁହେଁ ଦୁହିଁଙ୍କର,

ଏକ ବିନା ଅନ୍ୟ ନୁହଁଇ ଯେ ବର।

ଏଇ ନୀତି ବଳେ ଚଳଇ ସଂସାର,

ସୁଜନେ ଶୁଣ ଏ'ବିଧାନ ବିଧିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍