STORYMIRROR

ଶିଶିର ସାହୁ ମନୋଜ

Others

3  

ଶିଶିର ସାହୁ ମନୋଜ

Others

ଧନୀ ଓ ଦରିଦ୍ର

ଧନୀ ଓ ଦରିଦ୍ର

1 min
228

ଧନୀ ଲୋକଙ୍କର ନିଶା ଅଟେ ଧର୍ମ

ଦରିଦ୍ରକୁ ଖାଦ୍ୟ ମିଳେ କଲେ କର୍ମ ।।


ଜଣେ ଦଉଡେ଼ ଖାଦ୍ୟ ପାଚନ ପାଇଁ

ଆରକ ଦଉଡେ଼ ପେଟ ଭରିବା ପାଇଁ ।।


ଧନୀ ମାରଇ ନିର୍ଦ୍ଧନ ଲୋକଙ୍କୁ କିନ୍ତୁ

ଧନହୀନ ଯେତେ ହୃଦୟରୁ ଧନୀ ।।


ଖଟନ୍ତି ଗଧ ପରି ଦିନ ରାତି ସିନା

ତାଙ୍କ ପରିଶ୍ରମ ଫଳ ପାଏ ଧନୀ ।।


ଖଟି ଖଟି ମିଳେ ଯେଉଁ କିଞ୍ଚିତ ଅର୍ଥ

ତାହା ଦିଓଳି ଖାଦ୍ୟ ଉତ୍ତାରୁ ବଞ୍ଚେନି ।।


କୃଷ୍ଟି କରି ମଧ୍ଯ ତା’ର ଅର୍ଥ ବଳେ ନାହିଁ

ତା' ଶ୍ରମ ଥାଏ ଧନୀର ମୁଣା ଭରଣ ପାଇଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍