STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ବିଶ୍ବ ହସର ଦିନ

ବିଶ୍ବ ହସର ଦିନ

1 min
13.5K



ସୁବ୍ରତା ମହାନ୍ତି,

ବାଲେଶ୍ଵର


ହସିବ ଯିଏ ସାରା ସଂସାରକୁ

ଜିଣିବ ସିଏ ଖୁସି ର ଦୁନିଆ

ପରତେ ନ ହେବ ମନୁଆ ।।

ରାଗ, ହିଂସା ସବୁ ଭୁଲି

ହସିଦିଅ ମନ ଖୋଲି ।।

ଏଇତ ଜିବନ ଆଜି ଥିଲେ

କାଲି ନାହିଁ ମୋର ତୋର

କହି ସବୁ ଚାଲିଗଲେ

କ୍ଷଣିକ ଖୁସିରେ ସର୍ବଜନ ଭଲେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍