STORYMIRROR

Satyanarayan Sahoo ( Neetu )

Others

3  

Satyanarayan Sahoo ( Neetu )

Others

ଭୋକ

ଭୋକ

1 min
252

ଭୋକମାନେ ବୁହା ହୁଅନ୍ତି-

ଓଡିଶାରୁ ଆସାମ,

ସୋନପୁରରୁ ସୋନାଗାଛି....

ଭୋକମାନେ ଧର୍ଷିତା ହୁଅନ୍ତି

ବୃଦ୍ଧା ସୁଦ୍ଧା ଦେହ ନିବେଦନ୍ତି..... Il


ଭୋକ ଯେଉଁ ଅତର୍ପ୍ୟ କାମନା...

ବିକିଦିଏ ଦୁଧ ଖିଆ ଛୁଆ,

ଦରଫୁଟା ପେଜ ମନ୍ଦେ ପାଇଁ

ଭୋକ ଆଗେ ସବୁ ମିଛ ମାୟା.... Il



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍