STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ବାଣୀପୀଠ

ବାଣୀପୀଠ

1 min
138

ବାଣୀ ପିଠ ପରିବାର ଏତ କବି

 କବି ମାନଙ୍କର ଘର

            ବଉଳୋ ଲୋ ll


ସାହିତ୍ୟ ରେ ଭରପୂର ଏ ଅନୁଷ୍ଠାନ

 ବାଣୀପୀଠ ପରିବାର

ସ୍ଥାପିତ ହେଲା - ୧୯୮୦ ମସିହାର

 ଜାନୁଆରୀ ମାସର

             ବଉଳୋ ଲୋ  ll


ଶାନ୍ତି ଶୃଙ୍ଖଳାରେ ଏ ଘର ସୁନ୍ଦର

ବାଣୀପୀଠ ପରିବାର

ନିତି ନିୟମ ପାଳୁଛନ୍ତି ସାହିତ୍ୟର 

ବଣୀପିଠ ପରିବାର

           ବଉଳୋ ଲୋ ll


ଆମ ବାବୁଲି ଭାଇଙ୍କ ର ତାଙ୍କର 

  ଆରେlଗ କାମନା କର

ଆଦର୍ଶ,ଶିକ୍ଷା, ନିଷ୍ପତ୍ତି, ନିଷ୍ଠା ତାଙ୍କର  

 ବାଣୀପୀଠ ପରିବାର

             ବଉଳୋ ଲୋ ll


ସାହିତ୍ୟ ସମାଜ ପାଇଁ ବହୁ ଉତ୍ତମ 

ପଦକ୍ଷେପ ଅଟେ ତାଙ୍କର

ସଦସ୍ୟ ଙ୍କ ପ୍ରତି ଉତମ ବେବହାର

ବାଣୀପୀଠ ପରିବାର

           ବଉଳୋ ଲୋ ll


ବାଣୀପୀଠ ଘର କବିତାର ଭଣ୍ଡାର

 ଆନନ୍ଦ ଉଲ୍ଲାସ ପୁର

ସରସ୍ବତୀଙ୍କ ବିଜେ ନାମ ତାଙ୍କର

ବାଣୀପୀଠ ପରିବାର

            ବଉଳୋ ଲୋ ll


ସବୁ ଦିନ କି ସୁନ୍ଦର କବିତା ପ୍ରକାଶ

ବାଣୀପୀଠ ପରିବାର

ମନ ମୋର ଭାରି ଖୁସି ଅନୁଷ୍ଠାନ

ବାଣୀପୀଠ ପରିବାର

            ବଉଳୋ ଲୋ ll


କବିତା ସଂକଳନ ଆସର ଦେଖି

କବିତାର ଏ ଘର

ଖୋଜୁଥିଲେ ମିଳୁଥିବ ବହିର ମାଳ 

ବାଣୀପୀଠ ପରିବାର

             ବଉଳୋ ଲୋ ll


ମତେ ଲାଗେ ସତେ ଯେମିତି

ଏତ କବିତାର ଦରବାର

ଗୋଟି ଗୋଟି କରି ସବୁ ଶିକ୍ଷା ଦୀକ୍ଷା 

ଗଳ୍ପ କବିତାର ସାର

           ବଉଳୋ ଲୋ ll

  

ଧନ୍ୟ ଧନ୍ୟ ଧନ୍ୟ ଯେ ପରିବାର

ବାଣୀପୀଠ ପରିବାର

କରିଛନ୍ତି ବାଣୀପୀଠ ପରିବାର

            ବଉଳୋ ଲୋ ll


ତାଙ୍କୁ କୋଟି କୋଟି ପ୍ରଣାମ ମୋହର

ନମସ୍କାର ବଳରାମର

ମାଗାଜିନ୍ ପରା ପରା ବହୁତ ସୁନ୍ଦର

ବାଣୀପୀଠ ପରିବାର

              ବଉଳୋ ଲୋ ll


 ପଢ଼ିଦେଲେ ଆସେ ଖୁସିର ଜୁଆର 

ବାଣିପିଠ ପରିବାର

ଖୁସିର ସୁଅ ଭାସି ଯାଏ ଥରକୁ ଥର

ବାଣୀପୀଠ ପରିବାର

              ବଉଳୋ ଲୋ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍