STORYMIRROR

KUMUDA CHANDRA DALEI

Others

2  

KUMUDA CHANDRA DALEI

Others

ଅଶ୍ରୁ

ଅଶ୍ରୁ

1 min
2.7K


ଅଶ୍ରୁ କେବେ ଛନ୍ଦି ଦିଏ

ସମ୍ପର୍କର ଡ଼ୋରେ

ଏହି ଅଶ୍ରୁ ପୁଣି କେବେ

ଭିଜାଏ ବନ୍ୟାରେ

ଅଶ୍ରୁ କେବେ ଧୁଏ ନେତ୍ର

ଖୁସିର ମାହାଲେ

ଦୁଃଖ ଦୂର କରେ ଆଖି

ଅଶ୍ରୁରେ ଭିଜିଲେ

ଆଖି ଲୁହରେ ଲେଖିଲେ

ଜୀବନ କାହାଣୀ

ଅସ୍ପଷ୍ଟ ଆଲେଖ୍ୟ ଫର୍ଦ୍ଦ

ସେ ଆତ୍ମ ଜୀବନୀ

ମନ ଦର୍ପଣ ରେ ଆଙ୍କି

ତାର ପ୍ରତିବିମ୍ବ

ବିବେକ ଚକ୍ଷୁରେ ଧ୍ୟାନ

ଦେଲେ ପଢ଼ି ହେବ......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍