Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Hemanta Nayak

Others

3  

Hemanta Nayak

Others

ଅଲୋଡ଼ା କଥା

ଅଲୋଡ଼ା କଥା

1 min
255



ରହିଛି ମୁଁ ଘର ଭଡ଼ାରେ

ପର ଗୋଡ଼େ ହୋଇ ଛିଡ଼ାରେ 

ଆକାଶ-ବତାସ,ଜଳ-ସ୍ଥଳ-ବନ

ଜୀଇଁବା ପାଇଁ କି ଲୋଡ଼ା ରେ ,

ବେଳ ହେଲେ ହେବି ମଡ଼ା ରେ

ଆଗୁ କାହିଁ ହେବି ତଡ଼ାରେ

ଛାଡ଼ିବା ଆଗରୁ ଜନ ସେବା ଧନ

ଦେଉଥିବି ବିଡ଼ା ବିଡ଼ା ରେ ।

ନେବି ନାହିଁ ହାତୀ ଘୋଡ଼ା ରେ ,

ଖାଲି ହାତେ ହେବି ପୋଡ଼ା ରେ ।


Rate this content
Log in