STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଅକ୍ଷୟ ତୃତୀୟା ଦିବସ

ଅକ୍ଷୟ ତୃତୀୟା ଦିବସ

1 min
252


ବୈଶାଖ ମାସ ଅକ୍ଷୟ ତୃତୀୟା ଦିବସ  

ଆଜି ଆରମ୍ଭ ହେବ ଲଙ୍ଗଳ ଚାଷ

ଅନୁକୂଳ ହେବ ଚାଷ ,

ଅକ୍ଷି ମୁଠକୁ ଧରି ଧାନ ବୁଣେ ଚାଷୀ ମନ ଉଲ୍ଲାସ କରି,

ଚାଷୀ ଭାଇ ଆଜି ଅଖିମୁଠି ଧରି ଅନୂକୁଳ କରେ ଭୂମି ପୂଜନ କରି,

ଶ୍ରୀଗୁଣ୍ଡିଚାକୁ ଶ୍ରୀ ପଞ୍ଚମୀ ପରି ଏହି ଦିନର ମହତ ଭାରି ଆଜିଠୁ

ପାଂଜିର ଶୁଭ ମୁହୂର୍ତ୍ତ ଶୁଭ କାର୍ଯ୍ୟ ଯେତେ କରି ସୁନା ରୁପା ଆଜି କିଣା କିଣି କରି ଶୁଭ ମୁହୂର୍ତ୍ତ,

ଜଗନ୍ନାଥଙ୍କର ରଥ ନିର୍ମାଣ ଅନୁକୂଳ ଆଜି ଏହି ଦିନ କାଠ ଖଣ୍ଡେମାନ କଟାକଟି ର ଆରମ୍ଭ ହେବ ଜାଣ

ବିଶ୍ୱକର୍ମା ମାନେ ଆଜି କଲେ ରଥ ନିର୍ମାଣ 

ପର୍ଶୁରାମଙ୍କର ଜନ୍କ ଦିନ ଆଜି ଦିନଟି ଜାଣ

ଏ ପବିତ୍ର ଏ ଦିବସ ଆଜି ମହିମା ପୋଥି ପୁରାଣେ ଅଛି 

ଶୁନା ଦୋକାନି ମାନେ ନାନା ଅଳଙ୍କାରକୁ ଧରି ବେପାର ଗହଳି ଦୋକାନ ଭରି ଲୋକ ଗହଳି,

ସୁନା ହୀରା ଘରକୁ ଆଣିଲେ ଧନରତ୍ନ ଯିବ ଭରି ଏହା ସତ୍ୟ ବଚନ,

ନିଶ୍ଚେ ଅନୁକୂଳ ସିନା ଆଜିର ଦିନ

ଅକ୍ଷୟ ତୃତୀୟା ଏ ପବିତ୍ର ଦିନ ମିଳୁ ଥାଉ ସଦାଦିନ ଏ ପବିତ୍ର ଦିନ,

ସାରା ଜଗତରେ ଜାଣ

ଜୟ କିଷାନ

ଜୟ ଜଗନ୍ନାଥ


Rate this content
Log in