STORYMIRROR

Lalatendu Kabi

Others

2  

Lalatendu Kabi

Others

ଅଭ୍ୟାସୀ ବାନର କଥା

ଅଭ୍ୟାସୀ ବାନର କଥା

1 min
13.6K


ବାନର ଯେ ହେଲା ଦୁଇ ପାଦେ ଛିଡା

ପ୍ରଥମେ ଖାଇଲା ଅନେକ କଚଡା ॥୧

ସାଥୀ ଜ୍ଞାତି କେତେ କଲେ ଉପହାସ—

"ଓଲଟିବ ଭାଗ୍ୟ, ଏ କି ଦୁଃସାହସ?" ॥୨

ନିନ୍ଦା ଅପମାନେ କରି ସେ ଅଭ୍ୟାସ,

ସିଧା ହେଇ ଦିନେ ସେ ହେଲା ମନୁଷ୍ୟ ॥୩

କରୁଥିଲେ ସାଥୀ ଯିଏ ଉପହାସ

ଏବେ ବି କରନ୍ତି ଅରଣ୍ୟରେ ବାସ ॥୪

ଲଲାଟେନ୍ଦୁ କବି

୨୦୧୮୦୫୦୫୦୩୩୪


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍