STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2.6  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଅଭିସାରିକା ସେ ଚାନ୍ଦିନୀ ରାତିରେ

ଅଭିସାରିକା ସେ ଚାନ୍ଦିନୀ ରାତିରେ

1 min
13.8K


🌹❤🌹ମହାସ୍ମୀତା 🌹❤🌹


ଅଭିସାରିକା ସେ ଚାନ୍ଦିନୀ ରାତିରେ

ପାଦଚିହ୍ନ ଥାପିଦେଇ

ମନ କୁଞବନେ ଲୁଚିଯାଅ କାହିଁ

ହୃଦୟକୁ ଚିରିଦେଇ

ରଜନୀ ଗନ୍ଧାର ସୁଗନ୍ଧ ମହକ

ପ୍ରୀତି ପର୍ଣ୍ଣା ପ୍ରିୟତମା

ମୁଁ ତମପାଇଁ ଅଭିସାର ରଚେ

ତୁମେ ହୁଅ ଆନମନା

ବିରହ ବେଦନା ମରଣ ଠୁଁ କଷ୍ଟ

ଯିଏ ସହେ ସିଏ ଜାଣେ

ବିରହ ଚକୋର ନିତି ଝୁରୁଥାଏ

ଜୀବନର ଶେଷ ଯାଏଁ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍