STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୩

Others

2.3  

ଓଡ଼ିଆ ଗଳ୍ପ ଓ କବିତା - ୩

Others

ଅଭିମାନୀ ମୁଁ ଅଭିସାରିକା

ଅଭିମାନୀ ମୁଁ ଅଭିସାରିକା

1 min
14K


🌹🌹🌹ମହାସ୍ମୀତା।🌹🌹🌹


ଅଭିମାନୀ ମୁଁ ଅଭିସାରିକା

କାହାପାଇଁ ଝୁରିମରେ

ସ୍ଵପ୍ନରେ ତୋଳେ ସ୍ମୃତିର ନଅର

ଏଇ ମଧୁଶାଳା ପୁରେ

ମନ ମୋ ଖୋଜୁଛି ମନର ମଣିଷ

ନିଦାଘ ଚଇତ ପାଖେ

ଶୁଷ୍କ ମରୁଭୂମି ଶୋଷ ନାହିଁ ମୋର

ମରିଚିକା ଚିତ୍ର ଆଙ୍କେ

ନିଦାଘ ମୋ ଘରେ ନିଇତି କୁଣିଆ

ବୈଶାଖର ମହୋତ୍ସବ

ଜଞାଳମୟ ଜୀବନେ ମୋହର

ହସ ଆଞୁଳିଏ ଦେବ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍