Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Children Stories

3  

Suresh chandra Padhy

Children Stories

ଆସ ସ୍କୁଲ ଯିବା

ଆସ ସ୍କୁଲ ଯିବା

1 min
194



ଆସ ପିଲେ ସ୍କୁଲ ଯିବା

ସଭିଏଁ ଆମେ ପାଠ ପଢିବା

ଆସି ଗଲା ସେହି ସମୟ

ହୁଅ ନାହିଁ ତୁମେ ଅଥୟ

ଗୁରୁ ଜି ଗୁରୁ ମା ଙ୍କ କଥା ମାନିବ

ଶିକ୍ଷା ସାଥେ ସଂସ୍କାର ତୁମେ ପାଇବ

ବଡ଼ ଲୋକ ଙ୍କୁ ସମ୍ମାନ ଦେବ

ପିତା ମାତା ଗୁରୁ ଙ୍କୁ ହେୟ ନ କରିବ

ଗୁରୁଙ୍କୁ ଈଶ୍ୱର ତୁମେ ମାନିବ

ଗୁରୁ ଚରଣେ ସର୍ବଦା ମନ ରଖିବ

ଗୁରୁ ବିନା ତୁମର ପ୍ରଗତି ହୋଇବ ନାହିଁ

ଏ କଥା ମନେ ରଖିବ ପିଲେ ଭୁଲିବ ନାହିଁ

ଛୁଟି ଦିନ ସବୁ ଏବେ ସରି ଗଲା

ଦଶଟା ରୁ ଚାରିଟା ଏବେ ସ୍କୁଲ ହୋଇଲା

ନିଜ ଖାଇବା ସମୟେ ତୁମେ ଖାଇବ

ନିଜ ସ୍ବାସ୍ଥ୍ଯର ତୁମେ ଯତ୍ନ ନେବ

କେବେ କାହାକୁ ଶତ୍ରୁ ଭାବିବ ନାହିଁ

ମିଳି ମିଶି ଚଳିବ ସର୍ବେ ଏକାଠି ହୋଇ

ମନ ଦେଇ ତୁମେ ପାଠ ପଢିବ

ତୁମ ଗୁରୁଜୀ ଙ୍କ ଶ୍ରମ ସାର୍ଥକ ହେବ

ଗୁରୁଜୀ ଙ୍କ ଆଦେସ କରିବ ପାଳନ

ଗୁରୁ ଙ୍କ କୃପା ବଳେ ତୁମେ ହୋଇବ ମହାନ



Rate this content
Log in