STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଆମ ଓଡିଶା

ଆମ ଓଡିଶା

1 min
348


ବନ୍ଦେ ଉତ୍କଳ ଜନନୀ

ଧନରେ ଗରିବ ମନରେ ମୁଁ ଧନୀ

ମୋ ପଖାଳ ଖିଆ କୁ ବନ୍ଦେ

ମୋ।ଓଡ଼ିଆ ଭାଷାକୁ ବନ୍ଦେ

ମୋ ଓଡ଼ିଆ ଚାଷୀକୁ ବନ୍ଦେ

ମୋ ଶମିକ୍ କୁ ବନ୍ଦେ

ମୋ ବିରଜବାନ ମାନଙ୍କୁ ବନ୍ଦେ

ମୋ ଦାସକାଠିଆ କୁ ବନ୍ଦେ

ମୋ ପାନ ବଟାକୁ ବନ୍ଦେ

ମୋ ପାଟ ଓଢୁଆଣି କୁ

ଆମେ ଓଡ଼ିଆ ଭାରି ବଢିଆ

ବନ୍ଦେ ଓଡ଼ିଆ ଭାଷୀ

ଆମ ସଂକୃତି କୁ ବନ୍ଦେ

ବନ୍ଦେ ଓଡିଶା ବାସୀ

ଆମ ଗୌରବ ବୀର ପୂର୍ବଜ

ବନ୍ଦେ ବନ୍ଦେ ଉତ୍କଳ ମାତା, ବନ୍ଦେ

ଆମ ପରବ ପବିତ୍ରତା

ବନ୍ଦେ କଳିଙ୍ଗ ଗାଥା

ଆମ ଧରମା କୁ

ବନ୍ଦେ ଆମ କୋଣାର୍କ କୃତ୍ତି,ବନ୍ଦେ

ଆମ କାଳିଆ ଭାଇ ବଳିଆ

ବନ୍ଦେ ସୁଭଦ୍ରା ମୂର୍ତ୍ତି

ଆମ ମୁକୁତା ମାଆ ମମତା କୁ ବନ୍ଦେ

ମୋ ଖୁଦୁରୁକୁଣୀ କୁ ବନ୍ଦେ

ମୋ ବଉଳବେଣି କୁ ବନ୍ଦେ

ଆମ ପହିଲି ରଜକୁ ବନ୍ଦେ

ଆମ ରଥଯାତ୍ରା କୁ ବନ୍ଦେ

ଆମ ଚଇତି ଘୋଢାକୁ ବନ୍ଦେ

ମୋ।ଜୋଡି ସୁନ୍ଦର କୁ ବନ୍ଦେ

ବନ୍ଦେ ଆମ ଭାଇ ଭଉଣୀ

ଗବ୍ରେ କହିବ ଆମେ ଓଡିଆ ଭାରି ଭଢିଆ

ଜୟଜଗନାଥ

ବନ୍ଧେ ଉତ୍କଳ ଜନନୀ

ବଳରାମ ତରାଇ

୯୯୩୭୦୧୪୬୪୬


Rate this content
Log in