STORYMIRROR

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ଆଜି ମଙ୍ଗଳବାର ଜଣାଣ ମା

ଆଜି ମଙ୍ଗଳବାର ଜଣାଣ ମା

1 min
369

ଆଜି ମଙ୍ଗଳବାର

ମଙ୍ଗଳ ବାରେ ମା ମଙ୍ଗଳା ଓଷା

ମଙ୍ଗଳା ମା ଲୋ ହେବୁ ଭରଷା


କୋଉ ନାମରେ ଡାକିବିଲୋ ତୋତେ

ଛୋଟବେଳୁ ମା ଡାକୁଛି ଲୋ ତୋତେ


ନାମ ତୋ ଡାକି ଡାକି ସରେନା

ସାହା ହୁଅ ମା କରୁଛି ବର୍ଣ୍ଣନା


ବିପଦ ବେଳରେ ଡାକେ ମଙ୍ଗଳା

ତୋର ଦୟା ହେଲେ ଦୁବ ହୁଏ ଦାରୁ


ଦୋଷ ଥିଲେ କ୍ଷମା କରିଦେବୁ

ତୋ ପଣେତେ ବଳରାମ କୁ ରଖୀବୁ


ପଦ ପଦ ଦିଅ କହି ମା 

ସଙ୍କଟ ବାସୀନି ହୁଅ ମା ସାହା


ତୋ ବିନା ମୋତେ କେ କରିବ ଆହା

ତୁ ମୋ ମାଆ ହେବୁ ଲୋ ସାହା


ଜୟ ମା ମଙ୍ଗଳା 

ଜୟ ମା ଭକ୍ତ ବତ୍ସଳା


ଜୟ ମା ମଙ୍ଗଳା ଜୟ ମା ସାରାଳା

କାକଟରେ ଳହିଲୁ ମା ନାମ ମଙ୍ଗଳା


ବାଙ୍କି ରେ ତୁ ମା ନାମ ଚର୍ଚ୍ଚିକା


ବାଣ ପୁରେ ମା ଭଗବତି ବୋଲାଇ

ଚିଲିକା କୁଳ ରେ ମା କାଳିଜାଇ


କଟକରେ ରହିଲୁ ମା କଟକ ଚଣ୍ଡୀ


ସମଲ ପୁରେ ତୁ ମା ନାମ ସମଲାଈ

ବିରାଜାପୁରେ ମା ନାମ ବିରାଜାଇ


ଘଟଗାଁ ଳହିଲୁ ମା ନାମ ତାରିଣୀ 

ବଡପଦରେ ରହିଲୁ ମା ପାଣ୍ଡବା ଶୁଣି 


ଭୁଷଣ୍ଡପୁର ମା ନାମ ଉଗ୍ରତାରା

ବ୍ରହ୍ମପୁରୁ ରହିଲୁ ମା ସିଦ୍ଧି ଭଇରବୀ


କଲିକତା ରେ ରହିଲୁ ମା ନାମ କାଳି


ଝଙ୍କଡ ବାସିନି ମା ନାମ ଶାରଳା

ନିଳଚଳେ ରେ ମା ନାମ ବିମଳା


ତାଳେଚର ମା ନାମ ହିଙ୍ଗୁଳା

ଭୁବନେଶ୍ୱର ରେ ଗୌରୀ ମା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍