ଆହେ ଚକାଡୋଳା
ଆହେ ଚକାଡୋଳା
1 min
229
ରଥରେ ବିରାଜି ଆହେ ଯଦୁପତି
ବାହରିଛ ଭକ୍ତ ଦରଶନେ,
ହରିନେଇ ଦୁଃଖ ,କଷ୍ଟ ଆଉ କ୍ଲେଶ
ଭରି ଦେବ ଶାନ୍ତି ତାଙ୍କ ପ୍ରାଣେ ।
କରୋନା ଦୁରେଇ ଆହେ ଚକାଡୋଳା
ହରିନେବ ଦୁୁଃଖ ଜଗତ ରୁ,
ଏ ଘୋଷଯାତ୍ରା ରେ କରୁଅଛି ଅଳି
ଉଣା କରି ବନି କରୁଣା ରୁ।