ନା ରାମ ନିଖୁଣ ସଂପୂର୍ଣ୍ଣ ନା ରାବଣ ତ୍ରୁଟିପୂର୍ଣ୍ଣ...
ଦିନ ବି କଟେନା ରାତି ର ସମୟ ବି ଗତିକରେ କଚ୍ଛପ ପରି
ନା ସେ କିଛି ସର୍ତ୍ତ ମାନେ ନା ସେ କିଛି ଯୁକ୍ତି କରେ ନା ସେ କାହାକୁ ଅପମାନ କରେ ନା ସେ କାହାକୁ ହସାଈପାରେ ।
ସର୍ତ୍ତ ବିହୀନ ଏ ଆକାଶ ଏଠି ବର୍ଷା ବାଦଲ ସୂର୍ଯ୍ୟ ତାର ଚନ୍ଦ୍ର
ସର୍ତ୍ତ ଯେତେବେଳେ ହୁଅଇ ପୂରଣ, ମିଳିଥାଏ ଆତ୍ମତୃପ୍ତି ।
ଭରସା ବିଶ୍ବାସ, ମୋ ଉପରେ ରଖ ଥରେ ଖାଲି ମୋତେ, ଭଲପାଇ ଦେଖ।