ନା'ରାଧା ନା'ମୀରା ଥିଲି,ଅଛି ନା'ତ ହୋଇପାରିବି ମୁଁ କେବେ ଶତ ସହସ୍ର ଯେ ଗୋପୀ ପ୍ରେମିକା ତ ପ୍ରୀତିମଗ୍ନା ତୁମ ଭାବେ
ମନ ବଗିଚାରେ ଫୁଟିଚି ଏକ ନୂଆ ଫୁଲ । ସେ ଫୁଲର ନାଁ ନାହିଁ ସେତ ମୋ ଅମୂଲ ମୂଲ ।
ପାଣିର ଛିଟ ପଡିଲେ ଦେହେ ଶାମୁକା ମଧ୍ୟେ ମୁକୁତାଟିଏ ଲାଗଇ ଅବା ସତେ, ପୂଜା ପରବେ ସେ ଦରକାରୀ ଖୋଜା
ପ ଗୁଣ ବାସନା ପରିପୂର୍ଣ୍ଣ ଥାଏ ଟିକି ଟିକି ଫୁଲ ଦେହେ ପର କଲ୍ୟାଣ ରେ ଉପସର୍ଗ କରଇ ନିଜ ପାଇଁ ତା
କେହି ନୁହନ୍ତି କାହାର ସାହା ପରା ସେ ତୋହର ତାଙ୍କ ପୟରେ ମିଳଇ
ଫୁଲର ମହକ ଆହରଣ କରି ହୁଏ ଉନ୍ମୁକ୍ତ ପାଗଳ