ହେ ଦେବ ହୃଷୀକେଶ ମହାଶୂନ୍ୟରେ ବାସ ପଦ୍ମ ପାଦେ ପସୁଛି ଶରଣ ll
ନୂଆ ନୂଆ କଥା ନିତି ଆମ୍ଭେ ଶିଖୁ ସାଙ୍ଗ ସାଥି ସବୁ ଗୁରୁ ଯାହା ପଚାରିଲେ ଉତ୍ତର ମିଳଇ ଗୁଗୁଲ୍ ଆମର ଗୁରୁ
ସମ୍ପୂର୍ଣ୍ଣ ଜୀବନ କରି ସମର୍ପଣ କରୁଥାଅ ଶିକ୍ଷାଦାନ, ପ୍ରତିବଦଳରେ କିଛି ଚାହଁ ନାହିଁ ଧନ୍ୟ ତୁମ ସ୍ଵାଭିମାନ।
ଅଗ୍ରପୂଜ୍ୟ ଈଶ୍ବରଙ୍କ ଠାରୁ ଗୁରୁସିଏ ଶ୍ରଦ୍ଧା ଭକ୍ତି ଟିଏ। ବତାଏ ଯେ ଈଶ୍ବରଙ୍କ ପଥ
ହେ ଚିର ନମସ୍ୟ ସର୍ବପଲ୍ଲୀ ସୁତ ଭୂତପୂର୍ବ ଗୁରୁ ବ୍ରହ୍ମା ; ତଵ ଜନ୍ମ ଦିନ ଭାରତେ ବଦିତ ଗୁରୁ ପାଏ ପଦ ପୂଜା !!