Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suryamani Majhi

Inspirational

4.8  

Suryamani Majhi

Inspirational

ବନ୍ଧୁ

ବନ୍ଧୁ

1 min
331


ସ୍ଵାର୍ଥ ତ୍ୟାଗ ଯୋଗୁଁ ଗଠିତ ସମ୍ବନ୍ଧ 

ହୋଇଥାଇ ଚିରସ୍ଥାୟୀ 

ସବୁ ସମ୍ପର୍କର ଉର୍ଦ୍ଧ୍ଵ ସ୍ଥଳେ ସ୍ଥିତ 

ବନ୍ଧୁତ୍ବ ଅଟଇ ସେହି ୲୲

ସୁଖ ବାଣ୍ଟି ଆମେ ଯାହାରି ଆଗରେ 

 କରିଥାଉ ବହୁଗୁଣ 

ଦୁଃଖ କଷ୍ଟ ଯେତେ ଅନ୍ତ ହୁଏ ସତେ 

ଯା' ଆଗେ କଲେ ବଖାଣ ୲୲

ବନ୍ଧୁ ବନ୍ଧୁ ବୋଲି ଅନେକ ଖୋଜନ୍ତି

ପାଇବାର ଆଶା ରଖି

ପ୍ରକୃତ ବନ୍ଧୁଟି ହୁଏ ଆନନ୍ଦିତ

ତା ' ବନ୍ଧୁର ସୁଖ ଦେଖି ୲୲


Rate this content
Log in

Similar english poem from Inspirational