STORYMIRROR

Eshani Samal

Abstract

2  

Eshani Samal

Abstract

ଅପେକ୍ଷିକା

ଅପେକ୍ଷିକା

1 min
260

କହିଥିଲ ତୁମେ ଆସିବ

ବସନ୍ତ ର ସେ ମଂଦ ମଳୟ ପବନ ରେ

ଆଉ ପୁଣୀଥରେ ଭିଜେଇ ଦବ ମୋ ମନ କୁ ତୁମ ସେ ଅପାସୋରା ସ୍ମୃତି ରେ

ହେଲେ କାଇଁ ତୁମେ ତ ଆସିଲନି

ହେଲେ ମୁଁ ଆଜି ବି ତୁମକୁ ଅପେକ୍ଷା କରିଛି,

ଏଇ ବଇଶାଖ ର ଝାଂଜି ଖରା ରେ


இந்த உள்ளடக்கத்தை மதிப்பிடவும்
உள்நுழை

Similar english poem from Abstract