I'm KALPANA and I love to read StoryMirror contents.
ମନେପଡିଯିବ ତୁମେ ଯେବେ କ୍ଷୁର୍ଣ୍ଣ ମାନସରେ ଅଟକି ଯିବ ମନ ତୁମ ଗାଁ ଗହିରୀ ପଠାରେ ମନେପଡିଯିବ ତୁମେ ଯେବେ କ୍ଷୁର୍ଣ୍ଣ ମାନସରେ ଅଟକି ଯିବ ମନ ତୁମ ଗାଁ ଗହିରୀ ପଠାରେ
ଦୀର୍ଘାୟୁ ହେବାର ଆଶିଷରେ ଭୁଲିଯାଇଛି ପାପ ପୂଣ୍ଯର ବଳୟ ଦୀର୍ଘାୟୁ ହେବାର ଆଶିଷରେ ଭୁଲିଯାଇଛି ପାପ ପୂଣ୍ଯର ବଳୟ
କେବଳ ଆୟୁଷ୍ମାନ୍ ହେବାର ଆଶୀର୍ବାଦ ଯାହା ଟାଣି ନେବ ଦୁର୍ଗମ୍ଯ ଉପତ୍ୟକାକୁ ଯେଉଁଠି ଝୁଲୁଥିବ ଆଶାର ଅନେକ କଙ୍କାଳ। କେବଳ ଆୟୁଷ୍ମାନ୍ ହେବାର ଆଶୀର୍ବାଦ ଯାହା ଟାଣି ନେବ ଦୁର୍ଗମ୍ଯ ଉପତ୍ୟକାକୁ ଯେଉଁଠି ଝୁଲୁଥିବ...
ତୁମମୋର କଥାକଟାକଟି ରୂପନେବ ଘୂର୍ଣିଝଡ, କେତେବେଳେ ଆସି ଚାଲିଯିବ ଜାଣିବେନି କେହି । ତୁମମୋର କଥାକଟାକଟି ରୂପନେବ ଘୂର୍ଣିଝଡ, କେତେବେଳେ ଆସି ଚାଲିଯିବ ଜାଣିବେନି କେହି ।
ହୃଦୟର ଭାବାବେଗ ବହିଯିବ ଭିଜା ଭିଜା ମନ ନେଇ ପ୍ରତୀକ୍ଷିତ ଅବସ ଜୀବନେ ହୃଦୟର ଭାବାବେଗ ବହିଯିବ ଭିଜା ଭିଜା ମନ ନେଇ ପ୍ରତୀକ୍ଷିତ ଅବସ ଜୀବନେ