I am a writer, bloger, actor
ମୁଁ ମାନସ କୁମାର କର,ପୁରୀ ଜିଲ୍ଲା କୋଣାର୍କ ନିକଟ ବର୍ତ୍ତୀ କୋତାଙ୍ଗ ଗ୍ରାମରେ ମୋ ଘର.ମୁଁ କଳାକୁ ଭଲପାଉଥିବା ମଣିଷଟିଏ, ମୋର ପ୍ରଥମ ଅଭିନୀତ ସଂଗୀତ ଭିଡ଼ିଓ ଖେଳନା ମୁଁ ନୁହେଁ ଖେଳନା, କର୍ମକ୍ଷେତ୍ର ଅଜମେର ରାଜସ୍ତାନ. ମୋ ଚାରିପାଖରେ ଘଟୁଥିବା ଘଟଣାକୁ କଲମ ମୁନରେ ପ୍ରକାଶ କରିବାରେ ଦୁର୍ବଳତା ଥିବା ମଣିଷଟିଏ ମୁଁ.... Read more
I am a writer, bloger, actor
ମୁଁ ମାନସ କୁମାର କର,ପୁରୀ ଜିଲ୍ଲା କୋଣାର୍କ ନିକଟ ବର୍ତ୍ତୀ କୋତାଙ୍ଗ ଗ୍ରାମରେ ମୋ ଘର.ମୁଁ କଳାକୁ ଭଲପାଉଥିବା ମଣିଷଟିଏ, ମୋର ପ୍ରଥମ ଅଭିନୀତ ସଂଗୀତ ଭିଡ଼ିଓ ଖେଳନା ମୁଁ ନୁହେଁ ଖେଳନା, କର୍ମକ୍ଷେତ୍ର ଅଜମେର ରାଜସ୍ତାନ. ମୋ ଚାରିପାଖରେ ଘଟୁଥିବା ଘଟଣାକୁ କଲମ ମୁନରେ ପ୍ରକାଶ କରିବାରେ ଦୁର୍ବଳତା ଥିବା ମଣିଷଟିଏ ମୁଁ. ଅନ୍ୟାୟ ସାହିପାରେନି କି ଦେଖିପାରେନି.ମିଥ୍ୟାକୁ ଘୃଣା କରେ ସତ୍ୟକୁ ବିଶ୍ୱାସ କରେ ଅତ୍ୟଧିକ ଜାଣିବାକୁ ହେଲେ ମୋ ୱେବସାଇଟି ପରିଦର୍ଶନ କରନ୍ତୁ. www.manaskumarkar. com www.manaskumarkar.blogspot.com youtube ---@ManasKar623 #manaskumarkar
I am manas kumar kar, my home is kotang village near konark, puri district Odisha India . i am art loving man, my first acting odiya music video is( khelana mu nuhen khelana) , work place is ajmer rajasthan. I am a human being who has a weakness in penning what is happening around me. Can't stand or see injustice. Hates lies. Believes in truth. Visit my website to learn more. www.manaskumarkar. com www.manaskumarkar.blogspot.com youtube ---@ManasKar623 #manaskumarkar Read less