MANAS KUMAR KAR
Literary Colonel
AUTHOR OF THE YEAR 2021 - NOMINEE

148
Posts
70
Followers
4
Following

I am a writer, bloger, actor ମୁଁ ମାନସ କୁମାର କର,ପୁରୀ ଜିଲ୍ଲା କୋଣାର୍କ ନିକଟ ବର୍ତ୍ତୀ କୋତାଙ୍ଗ ଗ୍ରାମରେ ମୋ ଘର.ମୁଁ କଳାକୁ ଭଲପାଉଥିବା ମଣିଷଟିଏ, ମୋର ପ୍ରଥମ ଅଭିନୀତ ସଂଗୀତ ଭିଡ଼ିଓ ଖେଳନା ମୁଁ ନୁହେଁ ଖେଳନା, କର୍ମକ୍ଷେତ୍ର ଅଜମେର ରାଜସ୍ତାନ. ମୋ ଚାରିପାଖରେ ଘଟୁଥିବା ଘଟଣାକୁ କଲମ ମୁନରେ ପ୍ରକାଶ କରିବାରେ ଦୁର୍ବଳତା ଥିବା ମଣିଷଟିଏ ମୁଁ.... Read more

Share with friends

ସମ୍ପର୍କୀୟଙ୍କ ମଧ୍ୟ ରେ କିଛି ଏମିତି ସମ୍ପର୍କୀୟ ଥାଆନ୍ତି, ଯେଉଁମାନଙ୍କ କୁଟ ନୀତି ଠିକ୍ ଉଇ ସଦୃଶ୍ୟ, ସମ୍ପର୍କ ମଧ୍ୟରେ ରହି, ଅନ୍ୟ ସମ୍ପର୍କରେ ତିକ୍ତତା ଭରିଥାଆନ୍ତି। ଯେମିତି ଉଇ କାଠ ମଧ୍ୟ ରେ ରହି, କାଠକୁ କାଟି ଖାଇ ଫମ୍ପା କରେ। ସବୁ ସମ୍ପର୍କରେ ଶୂନ୍ୟ ହେବା ଠାରୁ ଉଇ ସଦୃଶ ସମ୍ପର୍କୀୟଙ୍କୁ ଦୂରେଇ ଦେବା ଭଲ। -manas kumar kar -

ବର୍ତ୍ତମାନ ମୁଁ କାହାର କଠୋର ଶବ୍ଦକୁ ଖରାପ ଅନୁଭବ କରୁନାହିଁ | କାରଣ ବର୍ତ୍ତମାନ ମୁଁ କାହାକୁ ନିଜର ବୋଲି ଭାବୁ ନାହିଁ!

ଆଖି ଭାଷା ସିନା ଆଖି ପଢ଼ି ପାରେ, ହୃଦୟ ଜାଣଇ ପ୍ରେମର କଥା, ସପନର କଥା ରାତି ଜାଣେ ସିନା, ମନ ଏକା ବୁଝେ ମନର ବ୍ୟଥା.

Keep your mind in such a way that no one feels bad.

अगर आप अनजान हैं तो आप बेहतर काम कर सकते हैं! पहाड़ों की सुनसान मिट्टी सबसे सुंदर फूल बनाती है! मानस कुमार कर

ଏକ ଉତ୍ତମ ସୁ ସମ୍ପର୍କ ପ୍ରତିଷ୍ଠା ପାଇଁ ଧର୍ଯ୍ୟ ଏବଂ ବୁଝାମଣା ନିହାତି ଜରୁରୀ | -ମାନସ କୁମାର କର

ନବେ ଦଶକର ସ୍ମୃତିର ପୁସ୍ତକ, ଅତି ଆନନ୍ଦରେ ଯେବେ ଖୋଲ ହସୁଥିବା ସେହି ଅନେକ ଚେହେରା, ଆଖି ସାମନାରେ ଘୁରିବୁଲେ . କିଏ ଅଛି ଆଜି ଦୂର ବିଦେଶରେ, କିଏ ସହର ଠୁ ଦୂରେ | ତଥାପି କାହାକୁ ଭୁଲିନାହିଁ ମୁହିଁ, ସାଇତିଚି ହୃଦୟରେ. ଜୀବନ ରାସ୍ତାର ପ୍ରତିଟି ମୋଡରେ, କେତେ ବନ୍ଧୁଙ୍କର ଭେଟ, ହେଲେ ଇସ୍କୁଲର ବନ୍ଧୁ, ସବୁଠୁ ନିଆରା, ସ୍ମୁତି ସେହି ପିଲାଦିନ. -ମାନସ -

ତୁମେ ମୋର ପ୍ରାଣ ମୁଁ ତୁମ ନିଶ୍ୱାସ, କେମିତି ବଞ୍ଚିବି କୁହ, ଦେହରୁ ନିଶ୍ୱାସ ହୋଇଗଲେ ଶେଷ, ରହିବକି ଆଉ ପ୍ରାଣ, ପ୍ରାଣ ବିନା ଦେହ ରହି କି କରିବ, ନଥିଲେ ନିଶ୍ୱାସ ଧନ, ନିଶ୍ୱାସ ନଥିଲେ ଦେହର କି ଲୋଡ଼ା, ଏକ ବିନା ଆନ ଶୂନ୍ୟ.

"एक सच्चा दोस्त वह है जो आपकी आँखों में दर्द देखता है जबकि बाकी सभी लोग आपके चेहरे की मुस्कान पर विश्वास करते हैं।" मानस कुमार कर


Feed

Library

Write

Notification
Profile