STORYMIRROR

ତୁମେ ମୋର...

ତୁମେ ମୋର ପ୍ରାଣ ମୁଁ ତୁମ ନିଶ୍ୱାସ, କେମିତି ବଞ୍ଚିବି କୁହ, ଦେହରୁ ନିଶ୍ୱାସ ହୋଇଗଲେ ଶେଷ, ରହିବକି ଆଉ ପ୍ରାଣ, ପ୍ରାଣ ବିନା ଦେହ ରହି କି କରିବ, ନଥିଲେ ନିଶ୍ୱାସ ଧନ, ନିଶ୍ୱାସ ନଥିଲେ ଦେହର କି ଲୋଡ଼ା, ଏକ ବିନା ଆନ ଶୂନ୍ୟ.

By MANAS KUMAR KAR
 31


More oriya quote from MANAS KUMAR KAR
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments