STORYMIRROR
ନବେ...
ନବେ ଦଶକର ସ୍ମୃତିର...
ନବେ ଦଶକର...
“
ନବେ ଦଶକର ସ୍ମୃତିର ପୁସ୍ତକ,
ଅତି ଆନନ୍ଦରେ ଯେବେ ଖୋଲ
ହସୁଥିବା ସେହି ଅନେକ ଚେହେରା,
ଆଖି ସାମନାରେ ଘୁରିବୁଲେ .
କିଏ ଅଛି ଆଜି ଦୂର ବିଦେଶରେ,
କିଏ ସହର ଠୁ ଦୂରେ |
ତଥାପି କାହାକୁ ଭୁଲିନାହିଁ ମୁହିଁ,
ସାଇତିଚି ହୃଦୟରେ.
ଜୀବନ ରାସ୍ତାର ପ୍ରତିଟି ମୋଡରେ,
କେତେ ବନ୍ଧୁଙ୍କର ଭେଟ,
ହେଲେ ଇସ୍କୁଲର ବନ୍ଧୁ,
ସବୁଠୁ ନିଆରା, ସ୍ମୁତି ସେହି ପିଲାଦିନ.
-ମାନସ -
”
17
More oriya quote from MANAS KUMAR KAR
Download StoryMirror App