STORYMIRROR

# ମୋ ଜୀବନ : ମୋ ଶବ୍ଦ

SEE WINNERS

Share with friends

 

 

 

ସ୍ମୃତି ବିନା ଆମେମାନେ କିଛି ନୁହଁନ୍ତି, କିନ୍ତୁ ସେ ସବୁକୁ ମନେ ରଖିବା ସମ୍ଭବ କି ?

ଉତ୍ତରଟି ଅଟେ ନାହିଁ,  କିନ୍ତୁ ସେଇ ସବୁ ମୁହୂର୍ତ୍ତକୁ ସାଇତି ରଖିପାରିବା ତା’ହେଲେ ଯଦି କେବେ ପଛକୁ ଫେରି ଚାହିଁବା ତ ଅଧିକରୁ ଅଧିକ ସ୍ମୃତି ପାଇପାରିବା ।  

ଏହାକୁ କିପରି କରିବା ? ବହୁତ ସରଳ ।

ସେହି ସମସ୍ତ ବହୁମୂଲ୍ୟ ମୁହୂର୍ତ୍ତକୁ ସାଇତି ରଖିବାକୁ ଷ୍ଟୋରିମିରର ଏକ ସୁବର୍ଣ୍ଣ ସୁଯୋଗ ଦେଉଅଛି ।

ପ୍ରତ୍ୟେକ ସପ୍ତାହରେ ବିଷୟ ସୂଚୀ ପ୍ରଦାନ କରାଯିବ । ସେହି ପ୍ରଦତ୍ତ ବିଷୟକୁ ନେଇ ନିଜର ଗଳ୍ପ/କବିତା ଲେଖନ୍ତୁ ଏବଂ ସମସ୍ତଙ୍କ ସହିତ ବାଣ୍ଟନ୍ତୁ । ଆପଣ ଜାଣିନଥିବେ ଆପଣଙ୍କର ଗଳ୍ପ/କବିତା କେତେ ସଶକ୍ତ ।

ତେଣୁ ପ୍ରସ୍ତୁତ ହୋଇଯାଆନ୍ତୁ, ଆପଣଙ୍କର ସ୍ମୃତିକୁ ସତେଜ କରନ୍ତୁ ଏବଂ ଲେଖିବା ଆରମ୍ଭ କରନ୍ତୁ ।

 

ନିୟମ :

  1. କାହାଣୀ କିମ୍ବା କବିତାର ଶୀର୍ଷକ ପ୍ରଦତ୍ତ ଦିନର ବିଷୟ ସହ ସମାନ ହେବା ଉଚିତ ନୁହେଁ ।
  2. ପ୍ରତ୍ୟେକ ସପ୍ତାହରେ ବିଷୟ ପ୍ରଦାନ କରାଯିବ । କିନ୍ତୁ ଆମେ ଆପଣଙ୍କୁ ତାରିଖ ଅନୁସାରେ ପ୍ରଦତ୍ତ ବିଷୟ ଉପରେ ହିଁ ନିଜର କୃତି ଦାଖଲ କରିବାକୁ ପରାମର୍ଶ କରୁଅଛୁ ।
  3. ସମସ୍ତ ପ୍ରକାରର କବିତା ଓ କାହାଣୀ ଗ୍ରହଣ କରାଯିବ । 
  4. ଶୈଳୀ ଉପରେ କୌଣସି ପ୍ରତିବନ୍ଧକ ନାହିଁ ।
  5. କାହାଣୀ / କବିତା ଆଦି ପ୍ରତିଯୋଗିତା ଲିଙ୍କ ମଧ୍ୟମରେ ହିଁ ଦାଖଲ କରିବାକୁ ହେବ ।
  6. ପ୍ରତିଯୋଗିତାରେ ନିଜର ମୌଳିକ କାହାଣୀ / କବିତା ଦାଖଲ କରିବା ଗ୍ରହଣୀୟ ହେବ ।
  7. କାହାଣୀ / କବିତା ଆଦି ଦାଖଲ କରିବାର ସଂଖ୍ୟା ଉପରେ କୌଣସି ସୀମା ନାହିଁ । 
  8. https://storymirror.com ରେ ପୂର୍ବରୁ ଉପଲବ୍ଧ କାହାଣୀ / କବିତା ଆଦିକୁ ପୁନଃ ଦାଖଲ କରିବା ଗ୍ରହଣୀୟ ହେବ ନାହିଁ । 
  9. ଷ୍ଟୋରିମିରର୍ ଦ୍ୱାରା ଗ୍ରହଣ କରାଯାଇ ଥିବା ନିର୍ଣ୍ଣୟ ହିଁ ଅନ୍ତିମ ଓ ବାଧ୍ୟତାମୂଳକ ନିର୍ଣ୍ଣୟ ଅଟେ ।
  10. ପ୍ରବନ୍ଧ / ରଚନା ଆଦି ଦାଖଲ କରିବା ସ୍ୱୀକାର୍ୟ୍ଯ ହେବ ନାହିଁ ।

 

ପୁରସ୍କାର :

  1. ପ୍ରତିଯୋଗିତାର ପନ୍ଦରଟି ଭିନ୍ନ ଭିନ୍ନ ବିଷୟରେ ଅନନୁକ୍ରମିକ ଭାବରେ ନିଜର କାହାଣୀ କିମ୍ବା କବିତା ଦାଖଲ କରିଥିବା ପ୍ରତ୍ୟେକ ଲେଖକଙ୍କୁ ଷ୍ଟୋରିମିରର୍ ତରଫରୁ ବିନା ମୂଲ୍ୟରେ ଏକ ପୁସ୍ତକ ପ୍ରଦାନ କରାଯିବ ।
  2. ଯଦି ଆପଣ କ୍ରମାଗତ ଭାବେ ତିରିଶ ଦିନ ଧରି ପ୍ରଦତ୍ତ ବିଷୟରେ ନିଜର ଲେଖା ଦାଖଲ କରନ୍ତି ତେବେ ଆପଣଙ୍କୁ ଷ୍ଟୋରିମିରର୍ ତରଫରୁ ଏକ ଟ୍ରଫି ପ୍ରଦାନ କରାଯିବ ।
  3. ଦୟାକରି ଧ୍ୟାନଦିଅନ୍ତୁ, ଆପଣଙ୍କୁ ପ୍ରଦାନ କରାଯାଇଥିବା ତାରିଖ ଅନୁସାରେ ବିଷୟ ସବୁ ଉପରେ ନିଜର କୃତି ଦାଖଲ କରିବା ଅନିବାର୍ଯ୍ୟ ।
  4. ବିଭିନ୍ନ ବିଷୟରେ ଗୋଟିଏ ଦିନରେ ଦଶଟି କାହାଣୀ / କବିତା ଦାଖଲ କଲେ ସେ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ ।

 

  1. ଦଶଟି ଭିନ୍ନ ଭିନ୍ନ କାହାଣୀ / କବିତା କେବଳ ଗୋଟିଏ ଦିନର ବିଷୟରେ ହିଁ ଦାଖଲ କରାଯାଇ ପାରିବ କିନ୍ତୁ ବିଭିନ୍ନ ଦିନରେ ଗୋଟିଏ ବିଷୟ ଉପରେ ନିଜର ଲେଖା ଦାଖଲ କଲେ ମଧ୍ୟ ଏହା ଗ୍ରହଣୀୟ ହେବ ନାହିଁ । 
  2. ପ୍ରତ୍ୟେକ ପ୍ରତିଯୋଗୀଙ୍କୁ ଅଂଶଗ୍ରହଣ ନିମନ୍ତେ ପ୍ରମାଣ ପତ୍ର ପ୍ରଦାନ କରାଯିବ ।

 

ଯୋଗ୍ୟତା :

 

ପ୍ରତିଯୋଗିତା ଆରମ୍ଭ ଡିସେମ୍ବର  ୦୧, ୨୦୧୯ ରୁ ଡିସେମ୍ବର ୩୧, ୨୦୧୯

ମାଗଣା ପୁସ୍ତକ ନିମନ୍ତେ ପ୍ରତିଯୋଗୀଙ୍କ ସଂକ୍ଷିପ୍ତ ସୂଚୀ ୨୦ ଜାନୁୟାରୀ ୨୦୨୦ରେ ଘୋଷଣା କରାଯିବ ।

ଭାଷା - ଓଡ଼ିଆ

ବିଷୟ ପ୍ରକାର - କବିତା / କାହାଣୀ 

ଯୋଗାଯୋଗ କରନ୍ତୁ - marketing@storymirror.com / 022-49240082 / 022-49243888


Trending content