Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Barun Kumar Mohanta

Others

2.5  

Barun Kumar Mohanta

Others

ଶରୀରର ଭୋକ

ଶରୀରର ଭୋକ

1 min
1.1K


ସମସ୍ତେ ଭୋକିଲା ଏହି ଦୁନିଆରେ, କାହାର ଦେହ ଭୋକ ତ କାହାର କ୍ଷୁଧା ଭୋକ । ମଜବୁରୀ ଦିପଟୁ , ନହେଲେ ସାଲିସ୍ କେମିତି କରନ୍ତେ ଉଭୟେ । ଏବେଏବେତ ଅନଲାଇନ୍ ରେ ବେପାର । ଫେସବୁକ୍ ରେ ଫଟୋ ଅପଲୋଡ୍ କରି, ୱାଟସଅଫ ରେ ଭିଡିଓ କଲିଂ , ମନଖୁସି କରିବାର ପ୍ରତିଶୃତି । ଶରୀରର ଭୋକକୁ ତ୍ରୁପ୍ତ କରିବାକୁ କମ୍ କପଡା ପିନ୍ଧା ଫୋଟ , ନିଜ ଯଉନ ଇଚ୍ଛାକୁ ତ୍ରୁପ୍ତ କରିବାକୁ ଡାକରା । କିଛି ବୁଝିପାରୁଛ ସହମତିରେ ବଳାତ୍କାର କେମିତି କରାଯାଏ , ଯେତକ ଭଦ୍ରମୁଖା ସେତକ ଭାମ୍ପାୟାର୍ , ଏତେ ବିକଳ ସେମାନେ, ଭଲ ହେଇଛି ରେଡଲାଇଟ୍ ଏରିଆ ଅଛି , ଆଉ ଏ କଲଗାର୍ଲ ସବୁ , ନଚେତ୍ ନିଜ ଘର ଲୋକମାନେ ବି ବାଦ୍ ପଡନ୍ତେନି ଏମାନଙ୍କ ପୈଶାଚିକ ପ୍ରବ୍ରୁତ୍ତିରୁ।


Rate this content
Log in