ଆଇସ୍କ୍ରିମ
ଆଇସ୍କ୍ରିମ
1 min
940
ଆଇସ୍କ୍ରିମ " ଏକ ଅତୀତ କାହାଣୀକୁ ନେଇ ଆଧାରିତ । ଦୁଇ ପିଲାଂକ ମଧ୍ୟରେ ଥିବା ବଂଧୁତା ଓ ଆଇସ୍କ୍ରିମ
ଦ୍ୱାରା କିପରି ସବୁକିଛି ପରିବର୍ତ୍ତନ ହୋଇ ଯାଇଛି ତାର ଉପସ୍ଥାପନା କରାଯାଇଛି ।ମୋର ମନେ ଅଛି ମୁଁ ଏତିକି କହି ଅଚେତ ହୋଇଗଲି “... ଆଇସ୍କ୍ରିମ.. ଆଇସ୍କ୍ରିମ.. ଆଇସ୍କ୍ରିମ.....” ।ଏଇ ଶବ୍ଦ ସତରେ ଶୁଣିଲା ମାତ୍ରେ ଦେହ ଭିତରେ ଯେମିତି କ’ଣ ସବୁ ଘଟି ଯାଏ କହିବା ମୁସ୍କିଲ୍ ।
