ସୈନିକ
ସୈନିକ
1 min
6.9K
ଦୁଃଖ କରନି ଜମା
କଥା ଦେଇଛି -
ନିଜକୁ ତମଠି ନିଶ୍ଚେ
ପହଞ୍ଚେଇବି,
କିନ୍ତୁ
ସେତେବେଳେ ବି
ତମର ନ ହୋଇ
ସମ୍ପୂର୍ଣ୍ଣ ଭାବେ ମୁଁ
ଦେଶର ହୋଇ ସାରିଥିବି ।