ଖାଲି ହାତ
ଖାଲି ହାତ
1 min
6.5K
ମାୟା ମୋହ ଦେହର
ମାତାଲ ଗନେ୍ଧ ବିଭୋର
ରହିଥାଏ ମଣିଷ
ସବୁ ଜାଣି ମଧ୍ୟ
ନିଜର ବୋଲି ଭାବିନିଏ ସର୍ବସ୍ୱ
କିନ୍ତୁ
କିଛି ବି ନଥାଏ ତାର ନିଜସ୍ୱ...।