ଜୀବନକୁ ଭଲପାଅ
ଜୀବନକୁ ଭଲପାଅ
1 min
6.8K
ଜୀବନକୁ ନିକଟେ ଭଲପାଅ
ମୃତ୍ୟୁଠୁ ସୁଆଦିଆ,
ଭଲପାଇବାକୁ ଭୁଲ ବୁଝିପାର
କିନ୍ତୁ ଜୀବନ ସର୍ବଦା
ଭାରି ମଜାଳିଆ ।
ଜୀବନକୁ ନିକଟେ ଭଲପାଅ
ମୃତ୍ୟୁଠୁ ସୁଆଦିଆ,
ଭଲପାଇବାକୁ ଭୁଲ ବୁଝିପାର
କିନ୍ତୁ ଜୀବନ ସର୍ବଦା
ଭାରି ମଜାଳିଆ ।