Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sujata Behera

Others Romance

2  

Sujata Behera

Others Romance

ଫେରି ଆସିଛି ମୌସୁମୀ

ଫେରି ଆସିଛି ମୌସୁମୀ

1 min
6.8K


ଅଭିମାନୀ ପ୍ରିୟା ତୁମ,

ପ୍ରତୀକ୍ଷା କରିଛି ଅବିରତ,

କଥା ଦେଇଥିଲ!

ଫେରିବ ମୌସୁମୀ,ଫେରିବେ ପ୍ରିୟା ମୋର!!

ଆଜି ଫେରିଛି ମୌସୁମୀ,

ପ୍ରତିଟି ବୁନ୍ଦାରେ,ପ୍ରିୟାର ଛବି

ପ୍ରତିଟି ମୁହୂର୍ତ୍ତରେ ପ୍ରୀତିର ଛିଟା

ହେଲେ ପ୍ରିୟା ମୋର ଫେରିଲେନି କାହିଁ?

ବିରହ ନିଆଁ ଜଳାଉଛି ଆଜି,

ଓଦା ନୟନେ,ମନ ମରୁଭୂମି ଯାଇଛି ଭିଜି!

ଫେରିଛି ମୌସୁମୀ,ଫେରି ଆସ ତୁମେ!

ଭଲ ଠାରୁ ବେଶି ଭଲ ପାଉଛି ତୁମକୁ ସାଥି!!


Rate this content
Log in