STORYMIRROR

Sujata Behera

Others

2  

Sujata Behera

Others

ନିରବଚ୍ଛିନ୍ନ ପ୍ରୟାସ

ନିରବଚ୍ଛିନ୍ନ ପ୍ରୟାସ

1 min
13.6K


ପ୍ରଶ୍ନବାଚି ମନ,ଖୋଜି ଚାଲେ ଉତ୍ତର

ନିରବତାର ଅଂଧକାରରେ,

ଜିବନ ଯାତ୍ରାର ନିରବତାରେ

କୁହୁଳଛି ପ୍ରଶ୍ନ ଆଉ ଉତ୍ତର!

ଗୋଟିଏ ଉତ୍ତରରେ ପ୍ରଶ୍ନ ଅନେକ,

ଉତ୍ତର ଅନେକ ,ପ୍ରଶ୍ନ ବି ଅନେକ,

ପ୍ରଶ୍ନର ଅଛି କି ପୂର୍ଣ୍ଣଛେଦ?

ଉତ୍ତରର ଅଛି କି ନିଆଁଟ ?

ମାତ୍ର,ଉତ୍ତର ସଂଧାନରେ!

ଜିବନ ଯ‍ାତ୍ରାର ଏକ ନିରବଚ୍ଛିନ୍ନ ପ୍ରୟାସ!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍