STORYMIRROR

Sujata Behera

Others Romance

2  

Sujata Behera

Others Romance

ଫେରି ଆସିଛି ମୌସୁମୀ

ଫେରି ଆସିଛି ମୌସୁମୀ

1 min
13.5K


ଅଭିମାନୀ ପ୍ରିୟା ତୁମ,

ପ୍ରତୀକ୍ଷା କରିଛି ଅବିରତ,

କଥା ଦେଇଥିଲ!

ଫେରିବ ମୌସୁମୀ,ଫେରିବେ ପ୍ରିୟା ମୋର!!

ଆଜି ଫେରିଛି ମୌସୁମୀ,

ପ୍ରତିଟି ବୁନ୍ଦାରେ,ପ୍ରିୟାର ଛବି

ପ୍ରତିଟି ମୁହୂର୍ତ୍ତରେ ପ୍ରୀତିର ଛିଟା

ହେଲେ ପ୍ରିୟା ମୋର ଫେରିଲେନି କାହିଁ?

ବିରହ ନିଆଁ ଜଳାଉଛି ଆଜି,

ଓଦା ନୟନେ,ମନ ମରୁଭୂମି ଯାଇଛି ଭିଜି!

ଫେରିଛି ମୌସୁମୀ,ଫେରି ଆସ ତୁମେ!

ଭଲ ଠାରୁ ବେଶି ଭଲ ପାଉଛି ତୁମକୁ ସାଥି!!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍