ବିଫଳ ଈଶ୍ୱର
ବିଫଳ ଈଶ୍ୱର
1 min
7K
ଈଶ୍ୱର କହିଲେ
ପ୍ରେମକୁ ପରଖିବାରେ
ମୁଁ ଅସମର୍ଥ ହେଲି....
ତେଣୁ ପ୍ରେମ ପାଖରେ
ମୁଁ ହାର୍ ମାନିଲି...
ଈଶ୍ୱର କହିଲେ
ପ୍ରେମକୁ ପରଖିବାରେ
ମୁଁ ଅସମର୍ଥ ହେଲି....
ତେଣୁ ପ୍ରେମ ପାଖରେ
ମୁଁ ହାର୍ ମାନିଲି...