ଶୁଣୁଚ କି
ଶୁଣୁଚ କି
1 min
6.5K
ତର ତର ହେଇ
ବାହାରିଲା ବେଳକୁ
ବେଳ ରତ ରତ॥
ଖଣ୍ଡି ଉଡା ମାନଙ୍କର
ଜାେ଼ର଼ ଉଡାଣ ।
ନେପଥ୍ୟ ସାହାରାରେ
କିଏ କେତେ
ଉଚ୍ଚ ଦିଶିଲା
ବେକ ଭାଙ୍ଗି ଚାହିଁନି।
****
ପ୍ରଫୁଲ୍ଲ ପାଢୀ,କୋଲନରା