STORYMIRROR

Dambarudhar Bag

Others

2  

Dambarudhar Bag

Others

ମାହାଜନ ବୁଢା

ମାହାଜନ ବୁଢା

1 min
4.1K


*ମାହାଜନ ବୁଢା *

**********

ରାଏତ୍ ବଢି ବଢି ଯାଉଛେ ।ହେଲେ ମୋର୍ ଆଖି ନେ ଝୁମୁରାା ନେଇ ।ଖଟେ ଯେତେେ ଶୁଇବାକେ ଚେଷ୍ଟା କଲେବି ଶୁୁଇ ନାଇଁ ହେବାର୍

ଖାଲି ସବୁବେଳେ ତା'ର ଚେହେରା ମୋର୍ ମୁହଁଁ ଆଗେ ଆଗେ ନାଚିି ଯାଉଛେେ ।କାଁ କରମି ମୁଇଁ କିଛି ଜାଣି ନେଇ ପାରବାର୍ ।ପାଠ୍ ଦୁଇ ଅକ୍ଷର ପଢୁଥିଲି ଯେ ହେଟା ବି ବନ୍ଦ ହେଇଗଲା ।ଇ ସୂରୁଜମୁଖୀ ର୍ ପେରେମ୍ ନେ ପଡି କରି।ପାଠ୍ ସାଠ୍ ନେଇ ପଢିକରି ନାଟ କରି ବସଲି ଏବେ କାଣା କରମିି ।

ବାଟେ ଘାଟେ ସବୁଆଡେ ଆମର୍ ଦୁଇ ଝନର୍ ଚର୍ଚ୍ଚା ଚାଲିଛେ ।ସବୁ ଲୋକ୍ ଟୁପୁରୁ ଫୁସୁର୍ ହେଉଛନ୍ ।ଏନ୍ତା କେତେ କଥା ଉଁକି ମାରୁଛେ ମାହାଜନ୍ ବୁଢାର ସାନ୍ ପୋ ମହେଶର୍ ମୁଡେ ।

ମାହାଜନ୍ ବୁଢାର୍ ଦୁଇଟା ପୋ ।ବଡ ପୋ ପାଠ୍ ଦୁଇ ଅକ୍ଷର୍ ପଢଲା ଆର୍ ମା ବୁଆର୍ କଥାା ମାନିକରି ଚଲଲା ବୋଲି ବଡ ଚାକିରୀ ଗୋଟେ କଲା ।ଏବେ ବିହା ସାହା ହେଇକରିି କେଡେ ଖୁସି ନେେ ଅଛେେ ।ସାନ୍ ପୋ ତୋ ବୁଆ ମା କେ ପଚାରଲା ନେଇ ।ସବୁ ବେଳେ ଅମାନିଆ ଜିଦିଆ ହେଇ ବସିଲା ।କାଣା ହେଲେ କର୍ବା ।ମାଟ୍ରିକ ବି ପାଶ୍ ନେଇ ହେଇ ପାରି ।ଏବେ ବୁଆମାର ସଂପତ୍ତି ଘରେ ବସିକରି ଖଉଛେ ।ବୁଢା କିନ୍ତୁ ଜାଣି ଗଲାନା ପିଲାର୍ ସବୁ କାରନାମାକେ ।ସାନ୍ ପୋ ବୁଢାର ନାଁ କେ ବୁଡାବାକେେ ବସଲା ନ ।ବୁଢା କେତେ ଥର୍ ମନା କରିଛେ ।ତୁୁୁ ଏନ୍ତା ନେଇ କର ।ମୋର୍ କଥା ମାନ୍ ବୋଲି ।କାଏଁଜେ ଏନ୍ତାା ହେଉଛୁ।ମୋର୍ ଇଜତ୍ କେ ମାଏଟ୍ ଥି ମିଶେଇ ଦେବୁ କେେଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍