STORYMIRROR
ସୁସ୍ଥ...
ସୁସ୍ଥ ସାଧନାରେ...
ସୁସ୍ଥ...
“
ସୁସ୍ଥ ସାଧନାରେ ସଦା ଶାଶ୍ୱତ
ଚିନ୍ତା ଚେତନାରେ ଚିର ଚିତ୍ରିତ
ବେଦନାର ବିବୃତି
ଆତ୍ମାର ଅଭିବ୍ୟକ୍ତି
ସ୍ମୃତିରୁ ସାର୍ଥକତାର ସୁଶୋଭିତ ସର୍ତ୍ତ
ସାହିତ୍ୟ ଏ ଯେ ସଦ୍ୟ ଶାଶ୍ୱତ.
”
74
More oriya quote from Ranjan kumar Mohanty
Similar oriya quote from Abstract
Download StoryMirror App