STORYMIRROR
ଶ୍ରାବଣ...
ଶ୍ରାବଣ ହେ ତୁମ...
ଶ୍ରାବଣ ହେ...
“
ଶ୍ରାବଣ ହେ ତୁମ କୋହ ଝରା ଦେଖି
ମୋ ଆଖି ବି ଯାଏ ଜକେଇ
ବୁଝି ମୁଁ ପାରୁଛି ତୁମ ହୃଦ ବ୍ୟଥା
ଛାତିରେ ବିଜୁଳି ଲୁଚାଇ..... 🌧🌧🌧🌧💕
”
43
More oriya quote from Pravas Kumar Swain
Similar oriya quote from Abstract
Download StoryMirror App