STORYMIRROR

ରାଜ...

ରାଜ ଜେମା ମଳି ଛଡାଉଛି ଗାଧୁଆ ତୁଠରେ ନିରିମାଖି ପ୍ରିୟତମା ନଦୀଟି ହସୁଛି ତାର ପଠା ଧାରେ ଧନ୍ୟ ହେଲି ରାଜ ଜେମା ଉଆସ ପୋଖରୀ ଅଥୟ ହେଉଛି କି ଦୋଷ କରିଛି ମୁହିଁ ଆଲୋ ସୁକୁମାରୀ ରାଣୀ ମହୁମାଛି ତା ପ୍ରେମେ ପଡିବୁ ନାହିଁ

By Manash ranjan Pattanayak
 49


More oriya quote from Manash ranjan Pattanayak
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Romance