STORYMIRROR

ପହିଲି ରଜ ର...

ପହିଲି ରଜ ର ଗୋଲାପି ସଞ୍ଜରେ ଦେଇ ଥିଲ ଚିଠି ଟିଏ ରଦ୍ ମୁଁ ଏକା ତୁମର ଅତି ଆପଣାର ଇତି ତୁମର ଇଏ.... କିନ୍ତୁ ସେଦିନ .... ଟ୍ରାଫିକ ଛକ ରେ ଝାପସା ଆଲୁଅରେ ଦେଖା ହେଲା ତୁମ ସହ ଥିଲେ ତମ ସ୍ବାମୀ ଆଉ କୁନି ପୁଅ ବୁଲେଇ ଦେଇ ମୁହଁ ଯେମିତି ଅଜଣା ଅଚିହ୍ନା ତୁମର କେହି ମୁଁ ନୁହଁ..... @ରାଜ ହସ୍ତୀ

By Nayak Akshaya raazhasti
 138


More oriya quote from Nayak Akshaya raazhasti
19 Likes   0 Comments
30 Likes   0 Comments
20 Likes   0 Comments
1 Likes   0 Comments
1 Likes   0 Comments

Similar oriya quote from Abstract