STORYMIRROR
ପହିଲି ରଜ ର...
ପହିଲି ରଜ ର...
ପହିଲି ରଜ ର...
“
ପହିଲି ରଜ ର ଗୋଲାପି ସଞ୍ଜରେ ଦେଇ ଥିଲ ଚିଠି ଟିଏ ରଦ୍
ମୁଁ ଏକା ତୁମର
ଅତି ଆପଣାର
ଇତି ତୁମର ଇଏ....
କିନ୍ତୁ ସେଦିନ ....
ଟ୍ରାଫିକ ଛକ ରେ ଝାପସା ଆଲୁଅରେ ଦେଖା ହେଲା ତୁମ ସହ
ଥିଲେ ତମ ସ୍ବାମୀ ଆଉ କୁନି ପୁଅ
ବୁଲେଇ ଦେଇ ମୁହଁ
ଯେମିତି ଅଜଣା ଅଚିହ୍ନା
ତୁମର କେହି ମୁଁ ନୁହଁ.....
@ରାଜ ହସ୍ତୀ
”
138
More oriya quote from Nayak Akshaya raazhasti
Similar oriya quote from Abstract
Download StoryMirror App